editor.mrrjournal@gmail.com +91-87663-44163 E-ISSN: 2584-184X
Submit Paper

MRR

  • Home
  • About Us
    • INDEXING
    • JOURNAL POLIICY
    • PLAGIARISM POLICY
    • PEER REVIEW POLICY
    • OPEN ACCESS POLICY
    • PUBLICATION ETHICS
    • PRIVACY STATEMENT
  • Editorial Board
  • Publication Info
    • Article Submission
    • Submission Guidelines
    • Publication Ethics
    • Journal Policies
    • Aim and Scope
  • Articles & Issues
    • Current Issue
    • Archives
  • Authors Instruction
  • Contact

MRR Journal

Indian Journal of Modern Research and Reviews, 2026; 4(10):142-147

ଓଡ଼ିଶାର ସାଂସ୍କୃତିକ ଓ ସାମାଜିକ ପ୍ରେକ୍ଷାପଟରେ ଲୋକ ଉପକରଣ ଗୁଡିକର ଚର୍ଚ୍ଚା

Authors: Dr. Lipsarani Sahoo;

1. Department of Odia Language and Literature, Balasore, Odisha, India

Paper Type: Research Paper
Article Information
Received: 2026-08-07   |   Accepted: 2026-10-09   |   Published: 2026-10-16
Abstract

ଓଡ଼ିଶା ଲୋକସଂସ୍କୃତି ଏହାର ଦୀଘ୍ ଐଡିହସିକ ବିକାଶ୍ , ଭୌଗଳିକ ବିବିଧତା ଏବଂ ବହୁଜାତିକ ସାମାଜିକ ଗଠନ ଫଳ ସ୍ବରୂପ ଏକ ସ୍ବତନ୍ତ୍ର ସାଂସ୍କୃତିକ ପରିସର ଗଠନ କରିଛି| ଏହି ସାଂସ୍କୃତିକ ପରିସର ରେ ଲୋକଉପକରଣ କେବଳ ଉପଯୋଗିତା ମୂଳକ ବସ୍ତୁ ନୁହେଁ ; ବରଂ ସେଗୁଡ଼ିକ ଜ୍ଞାନ, ପରମ୍ପରା, ପ୍ରଯୁକ୍ତି, ସାମାଜିକ ସମ୍ପର୍କ ଏବଂ ସଂସୃତିକ ପ୍ରତିକ ର ବାହକ | ଓଡ଼ିଶାର ଲୋକଜୀବନ ତାହାର ଭୌଗଳିକ ବିବିଧତା ଜନଜାତିୟ ପରଂପରା, କୃଷିଭିତ୍ତିକ ଅର୍ଥନୀତି , ଧାର୍ମିକ ବିଶ୍ବାସ , ପର୍ବପର୍ବାଣି ଓ ଦୈନନ୍ଦିନ ଜୀବନଚର୍ଯ୍ୟା ସହିତ ଅତ୍ୟନ୍ତ ଘନିଷ୍ଠ ଭାବରେ ସମ୍ପୃକ୍ତ | ଏହି ଲୋକଜିବନ ର ଏକ ଅବିଚ୍ଛିନ୍ନ ଅଂଶ ହେଉଛି ଲୋକ ଉପକରଣ |ଲୋକଉପକର କେବଳ ଜୀବନଯାପନ ର ସାଧନ ନୁହେଁ ; ଏହା ଏକ ସମାଜର ଜ୍ଞାନ, ଅଭିଜ୍ଞତା, ଶ୍ରମ - ସଂସ୍କୃତି , ନନ୍ଦନବୋଧ ପ୍ରତିକଚେତନା ଓ ସାମୁହିକ ସ୍ମୁତି ର ଦୃଶ୍ୟମାନ ଅଭିବ୍ୟକ୍ତି | ହଳ ବୁଲା, ଡାଲା ଝୁଡ଼ି, ମାଟିହାଣ୍ଡି, ଶିଳପୁଆ, କାଠ ଓ ବାଉଁଶ ନିର୍ମିତ ବିଭିନ୍ନ୍ ସାମଗ୍ରୀ , ମାଛ ଧରା ଉପକରଣ , ବୁଣlକାମ ସାଧନ ଏବଂ ବିଭିନ୍ନ ଲୋକବlଦ୍ୟ  ଆଦି ଓଡିଶା ର ସାମାଜିକ - ସାଂସ୍କୃତିକ ଇତିହାସ ର ଜୀବନ୍ତ ଦଲିଲ|

Keywords

ଲୋକସଂସ୍କୃତି, ଲୋକପକରଣ, ଓଡ଼ିଶା, ଲୋକଉପାଦାନ

How to Cite

Dr. Lipsarani Sahoo. ଓଡ଼ିଶାର ସାଂସ୍କୃତିକ ଓ ସାମାଜିକ ପ୍ରେକ୍ଷାପଟରେ ଲୋକ ଉପକରଣ ଗୁଡିକର ଚର୍ଚ୍ଚା. Indian Journal of Modern Research and Reviews. 2026; 4(10):142-147

Download PDF

Useful Links

  • Home
  • About us
  • Editorial Board
  • Current Issue
  • All Issues
  • Submit Paper

Indexing

MRR

Contact Us

Phone: +91-87663-44163
Email: editor.mrrjournal@gmail.com | editor.mrrjournal@gmail.com

© Copyright MRR 2023. All Rights Reserved