editor.mrrjournal@gmail.com +91-87663-44163 E-ISSN: 2584-184X
Submit Paper

MRR

  • Home
  • About Us
    • INDEXING
    • JOURNAL POLIICY
    • PLAGIARISM POLICY
    • PEER REVIEW POLICY
    • OPEN ACCESS POLICY
    • PUBLICATION ETHICS
    • PRIVACY STATEMENT
  • Editorial Board
  • Publication Info
    • Article Submission
    • Submission Guidelines
    • Publication Ethics
    • Journal Policies
    • Aim and Scope
  • Articles & Issues
    • Current Issue
    • Archives
  • Authors Instruction
  • Contact

MRR Journal

Indian Journal of Modern Research and Reviews, 2026; 4(11):196-203

କୃପାସାଗର ସାହୁଙ୍କ ଗଳ୍ପରେ ମାନବେତର ଚରିତ୍ର: ଏକ ଅଧ୍ୟୟନ

Authors: କାଜଲ ପୃଷ୍ଟି;

1. ଗବେଷିକା, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ, ବାରିପଦା

Paper Type: Research Paper
Article Information
Received: 2026-09-17   |   Accepted: 2026-11-12   |   Published: 2026-11-18
Abstract

“ସ୍ରଷ୍ଟାଟିଏ ସୃଷ୍ଟି ସର୍ଜନା କାଳରେ ସମାଜ ଓ ମଣିଷ ଜୀବନକୁ ଯେପରି ଅର୍ନ୍ତଦୃଷ୍ଟିର ସହିତ ନିରୀକ୍ଷଣ କରିଥାଏ, ଅତିମାନବ ଓ ମାନବେତର ଚରିତ୍ରମାନଙ୍କୁ ମଧ୍ୟ ଅନୁରୂପ ଭାବରେ ବିଚାର କରିଥାଏ। ମାନବେତର ବା ପ୍ରାଣୀଜଗତ ପ୍ରତି ମଣିଷର ଯୁଗେ ଯୁଗେ ଥାଏ ଗଭୀର ଆକର୍ଷଣ, ମମତା ଓ ଅନୁରାଗ । ହୁଏତ ମଣିଷ ପଶୁ ଶିକାର କରେ, ପଶୁର ମାଂସ ଭକ୍ଷଣ କରେ, ପଶୁଙ୍କୁ ନାନା କଷ୍ଟ ଦେଇ କାର୍ଯ୍ୟରେ ନିୟୋଜିତ କରେ । ତଥାପି ତା ହୃଦୟରେ କେଉଁଠି କେମିତି ଅନୁରାଗଟିଏ ରହିଥାଏ । ଫଳରେ ପଶୁ ପକ୍ଷୀଙ୍କ ପ୍ରତି ତା ହୃଦୟରୁ ଝରିଆସେ ସହାନୁଭୂତି। ସଭ୍ୟତାର ବିକାଶ ସଙ୍ଗେ ସଙ୍ଗେ ମନୋବିଜ୍ଞାନର ବିକାଶ ଘଟିଛି । ବିଂଶ ଶତାବ୍ଦୀ ବେଳକୁ କେବଳ ମନୁଷ୍ୟର ମନଗହନର ରହସ୍ୟ ସମ୍ପର୍କରେ ନୂତନ ନୂତନ ତଥ୍ୟ ଆବିଷ୍କାର ହୋଇ ନାହିଁ, ପ୍ରାଣୀ ମନସ୍ତତ୍ତ୍ଵ ସମ୍ପର୍କରେ ମଧ୍ୟ ନୂତନ ତଥ୍ୟ ପ୍ରକାଶ ପାଇଛି । ଗବେଷଣା ଓ ବିଚାରବିମର୍ଶ ହୋଇଛି ଓ ସାହିତ୍ୟରେ ମାନବେତର ଚରିତ୍ରମାନଙ୍କୁ ନେଇ ହୋଇଛି ପରୀକ୍ଷା । ଦେଖାଯାଇଛି ମଣିଷ ଓ ମାନବେତର ଚରିତ୍ର ମଧ୍ୟରେ ଭାବ ସାମ୍ୟ, ତାହା ହିଂସା, ଈର୍ଷା, ସଂଘର୍ଷ, ଅବିଶ୍ଵାସ, ବିଶ୍ୱାସଘାତକତା ହେଉ ଅଥବା ସ୍ନେହ, ପ୍ରେମ, ଶ୍ରଦ୍ଧା, ସହାନୁଭୂତି, ତ୍ୟାଗ, ଯୌନତା ଜୀବନ-ବଞ୍ଚିବା ପାଇଁ ସଂଘର୍ଷ ଇତ୍ୟାଦି ନାନା କ୍ଷେତ୍ରରେ ।"(୧) କୃପାସାଗର ସାହୁ ତାଙ୍କର ବିଭିନ୍ନ ଗଳ୍ପରେ ମାନବେତର ଚରିତ୍ର ମାନଙ୍କୁ ସ୍ଥାନ ଦେଇଛନ୍ତି | ତେଣୁ ତାଙ୍କ ଗଳ୍ପରେ ମାନବେତର ଚରିତ୍ରମାନଙ୍କର ଭୂମିକା ଓ ଗୁରୁତ୍ଵକୁ ବୁଝିବାପାଇଁ ସେଗୁଡିକୁ ନିମ୍ନରେ ଆଲୋଚନା କରାଗଲା |

Keywords

ସ୍ରଷ୍ଟା , ସର୍ଜନା , ଅର୍ନ୍ତଦୃଷ୍ଟି, ନିରୀକ୍ଷଣ , ଅତିମାନବ , ମାନବେତର , ଅନୁରାଗ , ସଭ୍ୟତା , ରହସ୍ୟ , ମନସ୍ତତ୍ତ୍ଵ , ଗବେଷଣା , ଯୌନତା , ସଂଘର୍ଷ

How to Cite

କାଜଲ ପୃଷ୍ଟି. କୃପାସାଗର ସାହୁଙ୍କ ଗଳ୍ପରେ ମାନବେତର ଚରିତ୍ର: ଏକ ଅଧ୍ୟୟନ. Indian Journal of Modern Research and Reviews. 2026; 4(11):196-203

Download PDF

Useful Links

  • Home
  • About us
  • Editorial Board
  • Current Issue
  • All Issues
  • Submit Paper

Indexing

MRR

Contact Us

Phone: +91-87663-44163
Email: editor.mrrjournal@gmail.com | editor.mrrjournal@gmail.com

© Copyright MRR 2023. All Rights Reserved