editor.mrrjournal@gmail.com +91-9650568176 E-ISSN: 2584-184X
Submit Paper

MRR

  • Home
  • About Us
    • INDEXING
    • JOURNAL POLIICY
    • PLAGIARISM POLICY
    • PEER REVIEW POLICY
    • OPEN ACCESS POLICY
    • PUBLICATION ETHICS
    • PRIVACY STATEMENT
  • Editorial Board
  • Publication Info
    • Article Submission
    • Submission Guidelines
    • Publication Ethics
    • Journal Policies
    • Aim and Scope
  • Articles & Issues
    • Current Issue
    • Archives
  • Authors Instruction
  • Contact

MRR Journal

Indian Journal of Modern Research and Reviews, 2025; 3(11):107-111

ହୃଷୀକେଶ ପଣ୍ଡାଙ୍କ ଗଳ୍ପରେ ଜୀବନ ଜିଜ୍ଞାସା

Authors: ଡ. ସରଳା ସ୍ୱାଇଁ;

1. ଅଧ୍ୟାପିକା ରେଭେନ୍ସା ବିଶ୍ଵବିଦ୍ୟାଳୟ, କଟକ, ଓଡିଶା, ଭାରତ

Paper Type: Research Paper
Article Information
Received: 2025-09-10   |   Accepted: 2025-10-25   |   Published: 2025-11-30
Abstract

ଓଡ଼ିଆ ସାରସ୍ଵତ ଜଗତରେ ହୃଷୀକେଶ ପଣ୍ଡା ଏକ ଶ୍ରଦ୍ଧାଶୀଳ ସମ୍ଭ୍ରାନ୍ତ ଉଚ୍ଚାରଣ । ଜଣେ ଜୀବନବାଦୀ ସ୍ରଷ୍ଟା ଭାବେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଅନସ୍ଵକାର୍ଯ୍ୟ । ସମୟ, ସମାଜ ଓ ଜୀବନର ପରିବର୍ତ୍ତିତ ଚିତ୍ର ପ୍ରତିବିମ୍ଵିତ ହୁଏ ତାଙ୍କ କଥାର ନଦୀରେ । ତାଙ୍କ ସୃଷ୍ଟିରେ ସାମ୍ପ୍ରତିକ ସମାଜ ଜୀବନର ଅବକ୍ଷୟତାର ଚିତ୍ର ଫୁଟି ଉଠେ । ତାଙ୍କ କଥାର ଶବ୍ଦ ଶବ୍ଦଭେଦୀ ବ୍ରଜ ପାଲଟି ଯାଏ । ତାଙ୍କ ମତରେ ସୃଷ୍ଟି ପଛରେ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଥାଉ ବା ନ‌ ଥାଉ ସୃଷ୍ଟିର ଆତ୍ମପ୍ରକାଶ ପରେ କିଛିଟା ଉଦ୍ଦେଶ୍ୟ ସାଧନ କରିପାରେ । ତେଣୁ କାହାଣୀର ବାସ୍ତବତା ବଡ଼, ଆମ ସମାଜର ସାମାଜିକ ରୂପଟିକୁ ଭେଟୁ ମାତ୍ର ଭିତରଟା ପାଉନା ତା'ଭିତର ଅନ୍ଧାରକୁ ଦେଖି ପାରୁନା । ଆଜିର କ୍ଷୁଦ୍ରଗଳ୍ପ ଧୀରେ ଧୀରେ ଏହି ସ୍ତରକୁ ଉତ୍ତୀର୍ଣ୍ଣ ହୋଇ ଆଉ ଏକ ପୃଥିବୀର ସନ୍ଧାନୀ । ବାହ୍ୟ ପୃଥ‌ିବୀ ମଣିଷର ଓ ମଣିଷର ଅନ୍ତରୀଣ ପୃଥିବୀର ସଂଘାତ ଏବଂ ତହିଁରୁ ଉତ୍ତରଣ ହିଁ ଏହି ଆଲୋଚନାର ବିଷୟବସ୍ତୁ ।

Keywords

ମୁକ୍ତକାମୀ,ବାହ୍ୟରୂପ, ନିରୂଦ୍ଧିଷ୍ଟ ,ପ୍ରତିଶ୍ରୁତି , ଛଞ୍ଚାଣ, ତଲ୍ଲୀନତା, ସ୍ଵାତିଲଗ୍ନ।

How to Cite

ଡ. ସରଳା ସ୍ୱାଇଁ. ହୃଷୀକେଶ ପଣ୍ଡାଙ୍କ ଗଳ୍ପରେ ଜୀବନ ଜିଜ୍ଞାସା. Indian Journal of Modern Research and Reviews. 2025; 3(11):107-111

Download PDF

Useful Links

  • Home
  • About us
  • Editorial Board
  • Current Issue
  • All Issues
  • Submit Paper

Indexing

MRR

Contact Us

Phone: +91-9650568176
Email: editor.mrrjournal@gmail.com | editor.mrrjournal@gmail.com

© Copyright MRR 2023. All Rights Reserved