editor.mrrjournal@gmail.com +91-9650568176 E-ISSN: 2584-184X
Submit Paper

MRR

  • Home
  • About Us
    • INDEXING
    • JOURNAL POLIICY
    • PLAGIARISM POLICY
    • PEER REVIEW POLICY
    • OPEN ACCESS POLICY
    • PUBLICATION ETHICS
    • PRIVACY STATEMENT
  • Editorial Board
  • Publication Info
    • Article Submission
    • Submission Guidelines
    • Publication Ethics
    • Journal Policies
    • Aim and Scope
  • Articles & Issues
    • Current Issue
    • Archives
  • Authors Instruction
  • Contact

MRR Journal

Indian Journal of Modern Research and Reviews, 2026; 4(1):255-264

ଓଡ଼ିଆ କବିତାର ଚିଦାକାଶରେ ଏକ ସ୍ୱତନ୍ତ୍ର ଆଭା - କବି ବିଦ୍ୟୁତପ୍ରଭା

Authors: ଆଲୋକ ରଞ୍ଜନ ଷଡଙ୍ଗୀ;

1. ଅଧ୍ୟାପକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ବାଜିରାଉତ ସ୍ମୃତି ମହାବିଦ୍ୟାଳୟ, ଭୁବନ, ଢେଙ୍କାନାଳ, ଓଡ଼ିଶା, ଭାରତ

Paper Type: Research Paper
Article Information
Received: 2025-11-06   |   Accepted: 2025-12-25   |   Published: 2026-01-18
Abstract

କବିତାର ଇତିହାସରେ କବି ବିଦ୍ୟୁତପ୍ରଭା ଦେବୀ (୧୯୨୩-୧୯୭୭) ଜଣେ ସ୍ୱତନ୍ତ୍ର ଓ ବହୁମୁଖୀ ପ୍ରତିଭା। ସ୍ୱାଧୀନତା ପରବର୍ତ୍ତୀ ପ୍ରଥମ ଦଶକରେ (୧୯୪୭-୧୯୫୭) ଅତ୍ୟଧିକ ସକ୍ରିୟ ଥିବା ଏହି କବୟିତ୍ରୀ ଜାତୀୟତାବାଦ, ପଲ୍ଲୀଜୀବନ, ପ୍ରକୃତି, ରୋମାଣ୍ଟିକ୍ ପ୍ରେମ, ସାମାଜିକ ପ୍ରତିବାଦ, ମାନବବାଦ ଓ ଆଧ୍ୟାତ୍ମିକତାର ବିଭିନ୍ନ ଧାରାକୁ ନିଜ କବିତାରେ ସଫଳତାର ସହିତ ସମ୍ମିଳିତ କରିଛନ୍ତି। ତାଙ୍କ ପ୍ରଥମ ଦଶକର ରଚନାଗୁଡ଼ିକ (‘ସବିତା’, ‘ଉତ୍କଳ ସାରସ୍ୱତ ପ୍ରତିଭା’, ‘କନକାଞ୍ଜଳି’, ‘ମରୀଚିକା’, ‘ବିହାୟସୀ’, ‘ବନ୍ଦନିକା’, ‘ସ୍ୱପ୍ନଦୀପ’, ‘ଝରାଶିଉଳି’ ଆଦି) ତାଙ୍କ ପ୍ରତିଭାର ପରିପୂର୍ଣ୍ଣ ପରିଚୟ ଦିଏ। ପରବର୍ତ୍ତୀ ସମୟରେ ଶିଶୁ ସାହିତ୍ୟ ଓ ଆଧ୍ୟାତ୍ମିକ ରଚନା ପ୍ରତି ମୋଡ଼ ନେଇଥିଲେ ମଧ୍ୟ ତାଙ୍କ ପ୍ରଥମ ପର୍ଯ୍ୟାୟର କବିତା ଓଡ଼ିଆ ସାହିତ୍ୟରେ ତାଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି। ଲେଖକ ଚିତ୍ତରଞ୍ଜନ ଦାସଙ୍କ ଉଦ୍ଧୃତି ସହିତ ପ୍ରବନ୍ଧରେ ବିଦ୍ୟୁତପ୍ରଭାଙ୍କୁ ‘ନାରୀ କବି’ ଆଖ୍ୟା ଦେବାର ପୁରୁଷତାନ୍ତ୍ରିକ ଦୃଷ୍ଟିକୋଣର ସମାଲୋଚନା କରାଯାଇଛି। ସର୍ବୋପରି, ସହଜ ଭାଷା, ଛନ୍ଦର ସହଜ ପ୍ରବାହ ଓ ହୃଦୟଗ୍ରାହୀ ଅନୁଭୂତି ତାଙ୍କ କବିତାର ମୁଖ୍ୟ ବିଶେଷତ୍ୱ।

Keywords

ବିଦ୍ୟୁତପ୍ରଭା ଦେବୀ, ନାରୀକବି, ଓଡ଼ିଆ କବିତା, ଜାତୀୟତାବୋଧ, ପଲ୍ଲୀଜୀବନ।

How to Cite

ଆଲୋକ ରଞ୍ଜନ ଷଡଙ୍ଗୀ. ଓଡ଼ିଆ କବିତାର ଚିଦାକାଶରେ ଏକ ସ୍ୱତନ୍ତ୍ର ଆଭା - କବି ବିଦ୍ୟୁତପ୍ରଭା. Indian Journal of Modern Research and Reviews. 2026; 4(1):255-264

Download PDF

Useful Links

  • Home
  • About us
  • Editorial Board
  • Current Issue
  • All Issues
  • Submit Paper

Indexing

MRR

Contact Us

Phone: +91-9650568176
Email: editor.mrrjournal@gmail.com | editor.mrrjournal@gmail.com

© Copyright MRR 2023. All Rights Reserved