editor.mrrjournal@gmail.com +91-87663-44163 E-ISSN: 2584-184X
Submit Paper

MRR

  • Home
  • About Us
    • INDEXING
    • JOURNAL POLIICY
    • PLAGIARISM POLICY
    • PEER REVIEW POLICY
    • OPEN ACCESS POLICY
    • PUBLICATION ETHICS
    • PRIVACY STATEMENT
  • Editorial Board
  • Publication Info
    • Article Submission
    • Submission Guidelines
    • Publication Ethics
    • Journal Policies
    • Aim and Scope
  • Articles & Issues
    • Current Issue
    • Archives
  • Authors Instruction
  • Contact

MRR Journal

Indian Journal of Modern Research and Reviews, 2026; 4(8):302-309

ଏକବିଂଶ ଶତାବ୍ଦୀର ଓଡ଼ିଆ ଉପନ୍ୟାସରେ ଦାଦନ ସମସ୍ୟା

Authors: ମାନସ କୁମାର ନାୟକ;

1. ଗବେଷକ,ଭାରତୀୟ ଭାଷା ଓ ସାହିତ୍ୟ ବିଭାଗ(ଓଡ଼ିଆ),ଦିଲ୍ଲୀ ବିଶ୍ୱବିଦ୍ୟାଳୟ ମୋ, ଭାରତ

Paper Type: Research Paper
Article Information
Received: 2026-07-07   |   Accepted: 2026-08-26   |   Published: 2026-08-29
Abstract

ସାମ୍ପ୍ରତିକ ସମୟରେ ଓଡ଼ିଶାରେ ଏତେଟା ନିଯୁକ୍ତି ସୁଯୋଗ ନ ଥିବାରୁ ଓଡ଼ିଶାର ଶିକ୍ଷିତ ଯୁବକମାନେ ବେକାର ହୋଇ ଘରେ ବସୁଛନ୍ତି କିମ୍ବା ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ସାଧାରଣତଃ କଳାହାଣ୍ଡି, ନବରଙ୍ଗପୁର , ବଲାଙ୍ଗୀର, ବୌଦ୍ଧ,ଆଦି ଜିଲ୍ଲାର ଲୋକମାନେ ଆନ୍ଧ୍ରପ୍ରଦେଶ, ସୁରଟ, ହାଇଦ୍ରାବାଦ ଭଳି ସହରକୁ କାମ ପାଇଁ ଯାଇଥାନ୍ତି। ସେଠାରେ ଇଟାଭାଟି, ସୂତାକଳ, ପଥର ଖାଦାନ ଭଳି ଅସୁରକ୍ଷିତ ଜାଗାରେ ସ୍ୱଳ୍ପ ବେତନରେ କାମ କରନ୍ତି। ଇଟାଭାଟିରେ କାମ କରିବା ସମୟରେ ମାଲିକର ଅତ୍ୟାଚାର ଏବଂ ଉପଯୁକ୍ତ ପାରିଶ୍ରମିକରୁ ମଧ୍ୟ ବଞ୍ଚିତ ହୁଅନ୍ତି। କେବଳ ସେତିକି ନୁହେଁ ନାରୀମାନେ ଧର୍ଷଣ ଏବଂ ହତ୍ୟାର ମଧ୍ୟ ଶିକାର ହୁଅନ୍ତି। ସରକାର ଏମାନଙ୍କ ପାଇଁ ଦାଦନ ଆଇନ ଜାରି କରିଥିଲେ ମଧ୍ୟ ତାହା ଉପଯୁକ୍ତ ଭାବରେ କାର୍ଯ୍ୟକାରୀ ହେଇପାରୁନାହିଁ। ଏହି ଦାଦନ ଶ୍ରମିକମାନଙ୍କ ଦୁଃଖଭରା ଜୀବନକୁ କେନ୍ଦ୍ର କରି ଓଡ଼ିଆ ସାହିତ୍ୟରେ ବର୍ତ୍ତମାନ ଅନେକ ଉପନ୍ୟାସ ରଚିତ ହେଉଛି। ଏହି ଶ୍ରମିକମାନଙ୍କର ବଞ୍ଚିବାର ସଂଘର୍ଷ, ଅନ୍ୟ ରାଜ୍ୟରେ ଏମାନଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାର, ନିଜ ଭିଟାମାଟି, ଘରଦ୍ବାର ଛାଡ଼ିଯିବାର ଯନ୍ତ୍ରଣାକୁ ଏଥିରେ ଦେଖିବାକୁ ମିଳେ। ଭଲରେ ଗଣ୍ଡେ ଖାଇବା, ଭଲ ଖଣ୍ଡେ ପିନ୍ଧିବାର ଅଭିଳାଷ ନେଇ ଅନ୍ୟ ରାଜ୍ୟ ଦାଦନ ଖଟିଯାଉଥିବା ଏହି ଶ୍ରମିକମାନଙ୍କ କୋହଭରା ଜୀବନକୁ ଦର୍ଶାଇବା ହେଉଛି ଏ ନିବନ୍ଧର ଉଦ୍ଦେଶ୍ୟ।

Keywords

ଦାଦନ, ଭିଟାମାଟି, ଶ୍ରମିକ, ଇଟାଭାଟି, ଅତ୍ୟାଚାର, ଦୁଃଖ, ସମସ୍ୟା

How to Cite

ମାନସ କୁମାର ନାୟକ. ଏକବିଂଶ ଶତାବ୍ଦୀର ଓଡ଼ିଆ ଉପନ୍ୟାସରେ ଦାଦନ ସମସ୍ୟା. Indian Journal of Modern Research and Reviews. 2026; 4(8):302-309

Download PDF

Useful Links

  • Home
  • About us
  • Editorial Board
  • Current Issue
  • All Issues
  • Submit Paper

Indexing

MRR

Contact Us

Phone: +91-87663-44163
Email: editor.mrrjournal@gmail.com | editor.mrrjournal@gmail.com

© Copyright MRR 2023. All Rights Reserved